Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ୧୧ଟାରେ ପହଂଚି ଉନ୍ନୟନ ଉପରେ ଆଲୋଚନା କଲେ ଜିଲାପାଳ ଆଶିଷ ପାଟିଲ

Kamakshyanagar, Dhenkanal | Sep 4, 2025
କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ୧୧ଟାରେ ପହଂଚି ଉନ୍ନୟନ ଉପରେ ଆଲୋଚନା କଲେ ଜିଲାପାଳ ଆଶିଷ ପାଟିଲ ।ଢେଙ୍କାନାଳ ଜିଲାପାଳ ଆଶିଷ ପାଟିଲ ଦିନିକିଆ ଗସ୍ତରେ କାମାକ୍ଷାନଗରକୁ ଗୁରୁବାର ଆସିଥିଲେ ।ଏଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ ଉପରେ ଆଲୋଚନା କରିଥିଲେ ।ଏଠାରେ ଉପଜିଲ୍ଲାପାଳ ଦିନମଣି ନାଏକ,ତହସିଲଦାର ଶୁଭଙ୍କର ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us