This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଆଗରପଡା ବିଟି ପୁର ରେ ଲୁଟେରାକୁ କାବୁ କରି ଧୁମ ଛେଚିଲେ, ଭିଡ଼ିଓ ହେଲା ଭାଇରଲ
Bhadrak Rural, Bhadrak | Sep 9, 2025
ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ବିଟିପୁର ଗାଁରେ ଘଟିଛି ଘଟଣା,ଗ୍ରାମର ଭଡ଼ାରେ ରହୁଥିବା ଜଣେ ମହିଳା ଶିକ୍ଷୟତ୍ରୀଙ୍କ ଘର ଝରକା ପଟେ ହାତ ପୁରାଇ ନିକଟସ୍ଥ ପୁରୁଷଣ୍ଢ ଗ୍ରାମର ଜଣେ ନିଶାସକ୍ତ ଯୁବକ ତାଙ୍କର ମୋବାଇଲଟିକୁ ଚୋରି କରି ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିବାରେ ସଫଳ ହୋଇଥିଲେ,ପରେ ଲୁଟେରାକୁ ଧରି ଉତ୍ତମ ମଧ୍ୟମ ଦେଇଥିବାର ଭିଡିଓ ଏବେ ସୋସିଆଲ ମିଡ଼ଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଖବର ପାଇ ଆଗରପଡ଼ା ପୋଲିସ୍ ପହଞ୍ଚି ଘଟଣା ସ୍ଥଳରୁ ନିଶାସକ୍ତ ଯୁବକକୁ ଥାନାକୁ ନେଇଥିବା ଦେଖିବାକୁ ମିଳିଛି,ଏହି ଖବର ଆଜି ଦିନ 1 ଟାରେ ହସ୍ତଗତ ହୋଇଛି