This browser does not support the video element.
ବଣେଇ: ଟେନ୍ସା ୧୬ ନମ୍ବର ଘାଟିରେ ଓଲଟିଲା ଟ୍ରକ, ଚାଳକ ଗୁରୁତର
Banei, Sundargarh | Jul 6, 2025
ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଟେନ୍ସା ୧୬ ନମ୍ବର ଘାଟିରେ ଆଜି ସକାଳୁ ଏକ ଟ୍ରଲର ଓଲଟି ପଡିଥିବା ଦେଖିବାକୁ ମିଳିଛି। ଟ୍ରକଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ କଂକ୍ରିଟରେ ଧକ୍କା ଦେଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଚାଳକ ଚାପି ହୋଇ ଗୁରୁତର ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖା ଯାଇଥିଲା।