Install App
subhrakantar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଆରଡ଼ି ଛକ ଠାରେ ଥିବା ଜୁପିଟର ସେକେଣ୍ଡାରୀ ସ୍କୁଲ ରେ ଗଣେଶ ପୂଜା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସଂଜୀବ ମଲ୍ଲିକ
Bhadrak Rural, Bhadrak | Aug 27, 2025
ଭଦ୍ରକ ସ୍ଥିତ ଆରଡି ଛକ ନିକଟବର୍ତ୍ତୀ ଶ୍ରୀ ଜୁପିଟର ହାଇୟର ସେକେଣ୍ଡାରୀ ସ୍କୁଲରେ ପବିତ୍ର ଗଣେଶ ପୂଜା ରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ନିମନ୍ତେ ଆଜି ସଂଧ୍ୟା 6 ଟାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ବାବା ଗଣେଶଙ୍କୁ ଦର୍ଶନ କରିବା ସହ ଶିକ୍ଷା ଅନୁଷ୍ଠାନ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଛାତ୍ର କୁ ଉତ୍ତମ ମଣିଷ ଭାବରେ ଗଢିତୋଳିବା ପାଇଁ ଶିକ୍ଷା ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷା ଅନୁଷ୍ଠାନ ର ଗୁରୁତ୍ଵ ଭୂମିକା ଥାଏ ବୋଲି ମତପ୍ରକାଶ କରିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!