Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆସନ୍ତା ୧୭ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି;ଏନେଇ 6ନଂ ସ୍ଥିତ ଶଙ୍ଖ ଭବନରେ ପ୍ରତିକ୍ରିୟା ରଖିଲେ ବିଧାୟିକା ପ୍ରମିଳା ମଲ୍ଲିକ

Bhubaneswar M Corp, Khordha | Sep 12, 2025
ଆସନ୍ତା ୧୭ ତାରିଖରେ ରାଜଧାନୀରେ ଗର୍ଜିବ ବିଜେଡି | ସୂଚନା ଅନୁସାରେ ସାର ସମସ୍ୟାକୁ ନେଇ ଆସନ୍ତା ୧୭ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି। ଏହାପରେ ମଧ୍ୟ ସରକାର ନ ଚେତିଲେ ଜିଲାପାଳ ଅଫିସ୍ ଓ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ । ଏନେଇ ଆଜି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ।
Read More News
T & CPrivacy PolicyContact Us