Install App
newsjajpur9124
This browser does not support the video element.
ବରୀ ରାମଚନ୍ଦ୍ରପୁର: ବଇତାଳୁପାଟଣା ଗାଁ ସ୍ଥିତ କାଣୀ ନଦୀ ଆଡିବନ୍ଧ ସମସ୍ୟା ଦୂର କରିବା ପାଇଁ କୋରେଇ ବ୍ଲକରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କଲେ ପୂର୍ବତନ ସରପଞ
Bari Ramachandrapur, Jajpur | Aug 25, 2025
ବଇତାଳୁପାଟଣା ଗାଁ ସ୍ଥିତ କାଣୀ ନଦୀ ଆଡିବନ୍ଧ ସମସ୍ୟା ଦୂର କରିବା ପାଇଁ କୋରେଇ ବ୍ଲକରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କଲେ ପୂର୍ବତନ ସରପଞ୍ଚ କୁଞ୍ଜବିହାରୀ ସାମଲ l ପ୍ରକାଶ ଯୋଗ୍ୟ ବଇତାଳୁପାଟଣା ସ୍ଥିତ କାଣୀ ନଦୀର ଆଡି ବନ୍ଧ ଏବେ ଦୁର୍ବଳ ହେବାକୁ ଲାଗିଛି l ତେବେ ଏହି ଆଡି ବନ୍ଧକୁ ମରାମତି ପାଇଁ ପୂର୍ବତନ ସରପଞ୍ଚ ଶ୍ରୀ ସାମଲ ବିଭିନ୍ନ ମହଲରେ ଦାବୀ କରୁଥିଲେ l ମାତ୍ର କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି l ସେପଟେ ଏହି ସମସ୍ୟା ଦୂର କରିବା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ନିକଟରେ ନିବେଦନ କଲେ ଶ୍ରୀ ସାମଲ l
Share
Read More News
T & C
Privacy Policy
Contact Us
Your browser does not support JavaScript!