This browser does not support the video element.
କଣ୍ଟାମାଳ: ପଞ୍ଚମ ଦିନ ରେ ଆଜି କଣ୍ଟାମାଲ ବ୍ଲକ କାର୍ଯ୍ୟଳୟ ଶମ୍ବୁଖରେ କମ୍ୟୁନିଟି ସପୋର୍ଟ କର୍ମଚାରୀଙ୍କ ଧାରଣା l
Kantamal, Boudh (Bauda) | Sep 26, 2025
କମ୍ୟୁନିଟି ସପୋର୍ଟ କର୍ମଚାରୀଙ୍କ ଧାରଣା l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ୨୪ ଗୋଟି ପଂଚାୟତରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ କର୍ମଚାରୀ ୭ଦଫା ଦାବୀ ନେଇ ଆଜକୁ ୫ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି | ଏ ନେଇ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୭ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଆଜକୁ ୫ଦିନ ହେଲେ ସୁଦ୍ଧା କୌଣସି ଅଧିକାରୀ ତାଙ୍କ ସମସ୍ୟା ବୁଝିବା ତ ଦୂରର କଥା ଦେଖିବାକୁ ମଧ୍ୟ ଆସି ନ ଥିବା ପରିତାପର ବିଷୟ ବୋଲି ଧା