Download Now Banner

This browser does not support the video element.

ଭୋଗରାଇ: ହାଟସରିଷା ଗ୍ରାମରୁ ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

Bhograi, Balasore | Aug 21, 2025
ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୋଗରାଇ କଖଡା ପଞ୍ଚାୟତ ଅଧିନ ହାଟସରିଷା ଗାଁର ବିଜୟ ସାମଲଙ୍କ ସ୍ତ୍ରୀ ମୌସୁମୀ । ଶୋଇବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ।
Read More News
T & CPrivacy PolicyContact Us