Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: କଟକ ବଡ ଡାକ୍ତରଖନାର ଜଣେ ଡାକ୍ତରଙ୍କ ବାଇକ୍ ଚୋରାଇ ନେବା ଘଟଣାରେ ମଙ୍ଗଳବାର ଜଣେ ରୋଷେୟାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ।
Cuttack M Corp PS, Cuttack | Aug 26, 2025
କଟକ ବଡ ଡାକ୍ତରଖନାର ଜଣେ ଡାକ୍ତରଙ୍କ ବାଇକ୍ ଚୋରାଇ ନେବା ଘଟଣାରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଜଣେ ରୋଷେୟାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। ଅଭିଯୁକ୍ତଜଣକ ହେଲା ଜଗତସିଂହପୁର ଜିଲା ବାଲିକୁଦାର କୃଷ୍ଣଚନ୍ଦ୍ର ସାହୁ ଓରଫ ରାଜା(୨୫)। ତା’ଠାରୁ ଚୋରି ବାଇକ୍କୁ ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!