This browser does not support the video element.
ଧର୍ମଗଡ: ଗୁମାବାହାଲ ଠାରେ ଅନୁଷ୍ଟିତ ହେଲା ପାରମ୍ପାରିକ ରୋଗ ବୋହଲେନ ଯାତ୍ରା
Dharamgarh, Kalahandi | Aug 22, 2025
ଦିନକ ପରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା . ଅମାବାସ୍ୟାର ପରବର୍ତି ଉତ୍ସବ ପଶ୍ଚିମ ଓଡଶାର ଗଣ ପର୍ବ ନୁଆଁଖାଇ । ଏହି ନୁଆଁଖାଇ ଦିନ ଦେବୀ ଲକ୍ଷ୍ମୀଙ୍କ ସହ ପୂର୍ବପୁରଷଙ୍କ ପୂଜା ଅର୍ଚ୍ଚନା କରି ଶୁଭ ସମୟରେ ସହାୟକ ହେବା ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ଦିନ ଠାରୁ ଶୁଭ ଲଗ୍ନ ଆରମ୍ଭ ହେଇଥାଏ । ତେଣୁ ଶୁଭ ସମୟ ଆସିବା ପୂର୍ବରୁ ଗାଁରେ ଜ୍ଵର, ହଇଜା ଡାଇରିଆ ଆଦି ରୋଗ ବଇରାଗ ଭଳି ସଇତାନ ଶକ୍ତିକୁ ଦୂରେଇବା ପାଇଁ ଶୁକ୍ରବାର ପରମ୍ପରା ଅନୁସାରେ ପାଳିତ ହେଇଯାଇଛି ରୋଗ ବୋହଲେନ ଯାତା.