Download Now Banner

This browser does not support the video element.

କେନ୍ଦୁଝର ସହର: ଝୁମ୍ପୁରା ଠାରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଆଲୋଚନା ଚକ୍ର

Kendujhar Town, Kendujhar | Sep 2, 2025
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କାର୍ଯ୍ୟାଳୟ, କେନ୍ଦୁଝର ଅଫିସ୍ ତରଫରୁ ଆମ ଝୁମ୍ପୁରା ବ୍ଲକରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ ଭାରତ ସରକାର କିଭଳି ଆଦିବାସୀ ଅଞ୍ଚଳରେ ବିଭିନ୍ନ ଯୋଜନା ଯଥା ସ୍ବାସ୍ଥ୍ୟ, ଶିକ୍ଷା, ଆଜୀବିକା ତଥା ସାମାଜିକକୁ ସୁନିଶ୍ଚିତ କରୁଛନ୍ତି ଏବଂ ଏ ଦିଗରେ ବର୍ଷ ବର୍ଷ ଧରି ରହି ଆସିଥିବା ପାର୍ଥକ୍ଯକୁ ଦୂର କରୁଛନ୍ତି ।
Read More News
T & CPrivacy PolicyContact Us