This browser does not support the video element.
ସୁନ୍ଦରଗଡ ସହର: ସୁଶ୍ରୀ ଅମ୍ରିତ ପାଲ କୌରଙ୍କର ସୁନ୍ଦରଗଡ଼ର ନୂଆ SP ଭାବେ ଭୁବନେଶ୍ୱରରୁ ବଦଳି
Sundargarh Town, Sundargarh | Aug 21, 2025
ଆଜି ଅଗଷ୍ଟ 21 ତାରିଖ ରାତି 9 ଟା ସମୟରେ ଏହି ଚିଠି ଜିଲ୍ଲା ପୋଲିସ କାର୍ଯ୍ୟଳୟରେ ପହଞ୍ଚିଛି । ସୁଶ୍ରୀ ଅମ୍ରିତ ପାଲ କୌର ସୁନ୍ଦରଗଡ଼ର ନୂଆ SP ଭାବେ ଅତି ଶୀଘ୍ର ଦାୟିତ୍ଵ ଗ୍ରହଣ କରିବେ। ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଜ୍ଞପ୍ତି ସଂଖ୍ୟା 35579 ରେ ଏହି ନିର୍ଦ୍ଦେଶ ଆସିଛି। ସୁନ୍ଦରଗଡର ବର୍ତ୍ତମାନର SP ପ୍ରତ୍ୟୁଷ ଦିବାକରଙ୍କ ବାଲେଶ୍ବର ଜିଲ୍ଲାକୁ SP ଭାବେ ବଦଳି ହୋଇଛି। ସୁଶ୍ରୀ ଅମ୍ରିତ ପାଲ କୌର ଭୁବନେଶ୍ୱରର ଅତିରିକ୍ତ DCP ଭାବେ କାର୍ଯ୍ୟରତ ଥିଲେ।