Download Now Banner

This browser does not support the video element.

ଭୁବନ: ବିଦାୟ ଦିନ ଫାଇନାଲ ପେନସନ ଜିଲ୍ଲାରେ ପ୍ରଥମ ପାଇଲେ କୈଳାସ ଭୁବନ ବ୍ଲକ ଦୀଘି ପଞ୍ଚାୟତ ଦୀଘି ଉପ୍ରା ସ୍କୁଲର ପ୍ରଧାନଶିକ୍ଷକ

Bhuban, Dhenkanal | Mar 1, 2024
ବିଦାୟ ଦିନ ଫାଇନାଲ ପେନସନ ଜିଲ୍ଲାରେ ପ୍ରଥମ ପାଇଲେ କୈଳାସ ଭୁବନ ବ୍ଲକ ଦୀଘି ପଞ୍ଚାୟତ ଦୀଘି ଉପ୍ରା ସ୍କୁଲର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମଲ୍ଲିକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଶ୍ରୀଯୁକ୍ତ ମଲ୍ଲିକ ଙ୍କୁ ବିଦାୟ ଦିନ ହିଁ ଫାଇନାଲ ପେନସନ ପ୍ରଦାନ କରିଥିଲେ ଗୋଷ୍ଟି ଶିକ୍ଷା ଅଧିକାରୀ ତଥା ମୁଖ୍ୟ ଅତିଥି ଅଦେଇତ୍ୱ କୁମାର ବିଶ୍ବାଳ । ସିଆସିସି ଶ୍ରୀକାନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ ।
Read More News
T & CPrivacy PolicyContact Us