Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଜିଲ୍ଲା କୋର୍ଟ ପକ୍ଷରୁ ନାବାଳିକା ଦୁଷ୍କର୍ମୀ କୁ ୨୦ ବର୍ଷ ଜେଲ୍‌ ଦଣ୍ଡ

Paralakhemundi, Gajapati | Sep 12, 2025
ଜିଲ୍ଲା କୋର୍ଟ ପକ୍ଷରୁ ନାବାଳିକା ଦୁଷ୍କର୍ମୀ କୁ ୨୦ ବର୍ଷ ଜେଲ୍‌ ଦଣ୍ଡ । ଗଜପତି ଜିଲ୍ଲା ଅଦାଲତର ମାନ୍ୟବର ଅତିରିକ୍ତ ଜିଲ୍ଲା ଜର୍ଜ ଜଣେ ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି । ଯଦି ଉକ୍ତ ଟଙ୍କା ପୈଠ ନ କରିପାରେ ତାହା ହେଲେ ଅଧିକ ଛଅ ମାସ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ୨୫.୦୧.୨୦୨୦ ମସିହାରେ ଜଣେ ନାବାଳିକାକୁ ଆର,ଉଦୟଗିରି ଥାନା ଅନ୍ତର୍ଗତ ପ୍ରସାଦ ଶତ୍ରୁସଲ୍ୟ ନାମକ ଜଣେ ବ୍ୟକ୍ତି ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଆର.ଉଦୟଗିରି ଥାନାର ତତ୍‌କାଳୀନ ଇନ୍ସପେକ୍ଟର ମ
Read More News
T & CPrivacy PolicyContact Us