Download Now Banner

This browser does not support the video element.

ଯାଜପୁର: ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ପସ୍ତୁତି ସମ୍ପର୍କରେ ବ୍ୟାସନଗରରେ ସୂଚନା ଦେଲେ ଜିଲ୍ଲାପାଳ

Jajapur, Jajpur | Aug 26, 2025
ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ପସ୍ତୁତି ସମ୍ପର୍କରେ ବ୍ୟାସନଗରରେ ସୂଚନା ଦେଲେ ଜିଲ୍ଲାପାଳ ଅମ୍ବର କୁମାର କର l ବୈତରଣୀ ଓ କାଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଦଶରଥପୁର ଅଞ୍ଚଳରେ ବ୍ୟାପକ କ୍ଷକ୍ଷତି ହେଇଛି l ତେବେ ବନ୍ୟାର ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ଗଣମାଧ୍ୟମ ଆଗରେ ସୂଚନା ଦେଲେ ଜିଲ୍ଲାପାଳ ଶ୍ରୀ କର l
Read More News
T & CPrivacy PolicyContact Us