Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବରେଇପାଲି ଅଞ୍ଚଳରେ ବେଆଇନ ଭାବରେ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗ, ଜଣେ ଗିରଫ

Sambalpur M, Sambalpur | Sep 10, 2025
ସମ୍ବଲପୁରର ବରେଇପାଲି ଅଞ୍ଚଳରେ ବେଆଇନ ଭାବରେ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିକୁ ଧରିଛି । ପୁଲିସ ପେଟ୍ରୋଲିଂ ସମୟରେ ବରେଇପାଲି ଛକ ଅଞ୍ଚଳରେ ବେଆଇନ ଭାବରେ ନିଶା କାରବାର ଚାଲିଥିବାର ଖବର ପାଇ ଚଢ଼ଉ କରିଥିଲା । ଏଣୁ ତୁରନ୍ତ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ବରେଇପାଲି ଅଞ୍ଚଳ ନିବାସୀ ଅର୍ଜୁନ ମେହେର (୩୭) ନାମକ ଜଣେ ଯୁବକକୁ ଧରାଯାଇ ଚେକିଂ କରାଯାଇଥିଲା । ଚେକିଂ ସମୟରେ ତା ନିକଟରୁ ୨୦ଟି ନିଶା କଫ ସିରପ, ୧୦ଟି ନିଶା ବଟିକା, ୭ ଶହ ମିଲି ଅପମିଶ୍ରିତ ନିଶା ଦ୍ରବ୍ୟ ଓ ୧୦ଟି ଦେଶୀ ପାଉଚ ମଦ ବେଆଇନ ଭାବରେ ରଖିଥିବା ମିଳିଥିଲା । ଏଣୁ ବରେଇପାଲି ଥାନାରେ
Read More News
T & CPrivacy PolicyContact Us