Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମଙ୍ଗସ ସୁର୍ୟା ସୁନା ଦୋକାନ ରୁ ଚୋରୀ ଘଟଣାର ଭିଡିଓ ଭାଇରାଲ

Orient, Jharsuguda | Sep 11, 2025
ଝାରସୁଗୁଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମଙ୍ଗସ ସୁର୍ୟା ସୁନା ଦୋକାନ ରୁ ଚୋରୀ l ଗତକଲି 3 ଜଣ ମହିଳା ସୁନା ଦୋକାନ କୁ ସୁନା କିଣିବାକୁ ଆସି ଏକ ବ୍ରେସଲେଟ ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି l ଏହି ଚୋରୀ ଘଟଣା ର ସିସି ଟିଭି ଦୃଶ୍ୟ ଆଜି ଗୁରୁବାର ରାତି ୮ ଟା ରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଉଛି l 3 ଜଣ ମହିଳା ସୁନା କିଣିବା ପାଇଁ ଆସି ବ୍ରେସଲେଟ ବାଛିଥିଲେ l ଜଣେ ମହିଳା କୌଶଳ କ୍ରମେ ଏକ ସୁନା ବ୍ରେସଲେଟ କୁ ନିଜ ହାତରେ ଧରି ଥିବା ରମାଲ ରେ ଲୁଚାଇ ଦେଇଥିବା ସିସି ଟିଭି ଫୁଟେଜ ରେ ଦେଖିବାକୁ ମିଲୁଛି l
Read More News
T & CPrivacy PolicyContact Us