Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବହୁଗ୍ରାମ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୧୪ ଲକ୍ଷ ଟଙ୍କା ଠକେଇ କରିବା ମାମଲା, ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୋଲିସ

Cuttack M Corp PS, Cuttack | Sep 7, 2025
କଟକ ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମ ଅଞ୍ଚଳର ସୁବାସ ଚନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କୁ ୧୪ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କଟକ ସାଇବର ଥାନା ପୋଲିସ ସାଇବର ଠକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଅନୁରାଗ ପଟ୍ଟନାୟକ। ଅଭିଯୁକ୍ତକୁ ରବିବାର ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଟେଲେଗ୍ରାମରେ ଲିଙ୍କ ପଠେଇ ୧୪ ଲକ୍ଷ ଠକେଇ କରିଥିଲା ଅଭିଯୁକ୍ତ। ଅଭିଯୁକ୍ତ ନିକଟରୁ ବ୍ୟାଙ୍କ ଚେକବୁକ୍, ପ୍ୟାନକାର୍ଡ, ମୋବାଇଲ ଫୋନ ଜବତ କରାଯାଇଛି।
Read More News
T & CPrivacy PolicyContact Us