Download Now Banner

This browser does not support the video element.

ଝାରସୁଗୁଡା: ବନ୍ଧବାହାଲ ରାସ୍ତା ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏକ ଭାରୀଯାନ

Jharsuguda, Jharsuguda | Sep 8, 2025
ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ରାସ୍ତା ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏକ ଭାରୀଯାନ l ଆଜି ଅପରାହ୍ନ ପ୍ରାୟ ୧୨ ଟା ୩୦ ରେ ଏହି ଭାରୀଯାନ ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି l ବନହରପାଲି ପଟୁ ଦ୍ରୁତଗତିରେ ଆସି ଭାରଯାନ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ କୁ ଧକ୍କା ଦେଇଛି l ଚାଳକ ଙ୍କ ଅବହେଳା ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l
Read More News
T & CPrivacy PolicyContact Us