This browser does not support the video element.
ଅନୁଗୋଳ: ସହରର ଏକ ହୋଟେଲରେ ସାମ୍ୱାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ପ୍ରଦ୍ୟୁମ୍ନ ନାଏକ
Anugul, Angul | Sep 9, 2025
ଆସନ୍ତା କାଲି ତା. ୧୦. ୦୯. ୨୦୨୫ରିଖ ପୂର୍ବାହ୍ନ ୧୦. ୩୦ରୁ ୧୧. ୦୦ଟା ମଧ୍ୟରେ ଓଡ଼ିଶା ସରକାରଙ୍କ ଅନୁସୂଚୀତ ଜାତି/ଜନଜାତି ବିରୋଧୀ ତା.୩୦. ୦୮. ୨୦୨୫ରିଖର ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ଦାବୀରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯିବ l ଏନେଇ ସ୍ୱାଭିମାନୀ, ସଂଗ୍ରାମୀ ତଥା ଅନୁସୂଚୀତ ଜାତି/ଜନଜାତିଙ୍କ ସାମ୍ବିଧାନିକ ସ୍ୱାର୍ଥର ସୁରକ୍ଷା ଚାହୁଁଥିବା ଭାଇଭଉଣୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ସାମାଜିକ ଦାୟିତ୍ୱ ତୁଲାଇବାକୁ ଚାହାଁନ୍ତି ତଥା ଏହା ନିଜର ଏକ ପରମ କର୍ତ୍ତବ୍ୟ ବୋଲି ଭାବୁଛନ୍ତି, ସେମାନେ ଠିକ