Download Now Banner

This browser does not support the video element.

ବଲାଙ୍ଗୀର: ସାଲେଭଟ୍ଟା ବ୍ରିଜରେ ଘଟିଲା ଦୁର୍ଘଟନା, ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭିମଭୋଇ ମେଡିକାଲରେ ଭର୍ତ୍ତି

Balangir, Balangir | Apr 29, 2025
ବଲାଙ୍ଗିର ସାଲେଭଟ୍ଟା ବ୍ରିଜ ନିକଟରେ ଆଜି ଏକ ଦୁର୍ଘଟନା ଘଟିଥିବା ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଅସ୍ପତାଳରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟନା ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଆରତ ବିଶି ବୋଲି ଜଣାପଡିଛି, ଯିଏ ଗ୍ୟାସିଲେଟ ଥାନା ଅନ୍ତର୍ଗତ ଭେଲୁଆ ପଦର ଗ୍ରାମ ନିବାସୀ ବୋଲି ସୂଚନା ମିଳିଛି ସ୍ଥାନୀୟ ସୂଚନା ଅନୁଯାୟୀ, ବ୍ରିଜ ରେ ଅଜଣା କାରଣରୁ ଆରତ ବିଶି ପିଟି ହୋଇଥିଲେ।
Read More News
T & CPrivacy PolicyContact Us