This browser does not support the video element.
କଣ୍ଟାମାଳ: ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ
Kantamal, Boudh (Bauda) | Aug 27, 2025
କଣ୍ଟାମାଲ ବ୍ଲକ ଅଂଚଳରେ ଗଣେଶ ପୂଜା ପାଳନ ଆଜି ହେଉଛି ଅର୍ଗପୂଜ୍ୟ ଗଜାନନ ଙ୍କ ପୂଜା ସେଥିପାଇଁ ଅଂଚଳ ଚଳଚଞ୍ଚଳ I ସେଥିପାଇଁ କଣ୍ଟାମାଲ ବ୍ଲକ ଅଂଚଳ ର ସ୍କୁଲ କଲେଜ ସରକାରୀ ବେ ସରକାରୀ କାର୍ଯ୍ୟଲୟ ସହ ବିଭିନ୍ନ ଗ୍ରାମରେ ଧୁମଧାମ ରେ ଏହି ପୂଜା ପାଳନ ହୋଇଛି I ସକାଳ 8ଘଣ୍ଟା ରୁ ଆରମ୍ଭ ହୋଇ 2ଘଣ୍ଟା ପର୍ଯ୍ୟନ୍ତ ହୋଇଛି I ଏପଟେ ବିଭିନ୍ନ ସ୍ଥାନରେ ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହବ I