This browser does not support the video element.
ଦେବଗଡ: ନାଗଡିହି ଗ୍ରାମରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ଯୋଗଦେଲେ ବିଧାୟକ
Debagarh, Debagarh (Deogarh) | Oct 8, 2025
ବାରକୋଟ ବ୍ଲକ ଅନ୍ତର୍ଗତ ନାଗଡିହି ଗ୍ରାମରେ ଜୟ ଜଗନ୍ନାଥ କ୍ଲବ ଆନୁକୂଲ୍ୟରେ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ୧୨ ଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତଯୋଗିତାର ଫାଇନାଲ ମ୍ୟାଚରେ ସୁନ୍ଦସଗଡ ଜେଏସ କ୍ଲବକୁ ଟାଇବ୍ରେକର ଯୋଗେ ପରାସ୍ତ କରି ପୁରକୁଣ୍ଡା ଫୁଟବଲ କ୍ଲବ ଚମ୍ପିୟାନ ହୋଇଥିଲା । ଭାଷ୍ୟକାର ଭାବେ ଦୀପକ କିସାନ ମ୍ୟାଚର ଧାରାବିବରଣି ପ୍ରଦାନ କରିଥିଲେ ।