Install App
headlineskoraput423
This browser does not support the video element.
ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଧନପତି ସାଉନ୍ତା ଙ୍କ ଦ୍ଵାରା ଲୁଲା ଗ୍ରାମରେ ଭୋଟ ଚୋର ଗାଡ଼ି ଚଡକର୍ଯ୍ୟକ୍ରମଅନୁଷ୍ଟିତ
Dasamantapur, Koraput | Oct 9, 2025
କୋରାପୁଟ ....କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଧନପତି ଶାଉନ୍ତା ଙ୍କ ନେତୃତ୍ବରେ ରାହୁଲ ଗାନ୍ଧୀ ଙ୍କ ୱାହାନ କ୍ରମେ ବିଭିନ୍ନ ପଞ୍ଚାୟତରେ ଭୋଟ ଚର ଗାଦି ଛଡ଼ କାର୍ଯ୍ୟ କ୍ରମ ଅନୁଷ୍ଟିତ । ଏହି କାର୍ଯ୍ୟକ୍ରମ ଟି ଲୁଲା ପଞ୍ଚାୟତ ଓ ନନ୍ଦି ଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ କରାଯାଇ ଥିଲା। ଏଥିରେ ଗ୍ରାମ ବାସୀ ସମେତ ପଞ୍ଚାୟତ କଂଗ୍ରେସ ସଭାପତି ଉପସ୍ଥିତ ରହି କାର୍ଯକ୍ରମ କରିଥିବା ଦେଖା ଦେଇଛି। ଏହି ଅବସରରେ ଅନେକ ଲୋକ ସାମିଲ ହୋଇଥିବା ଦେଖା ଦେଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!