This browser does not support the video element.
ରାଜଗାଙ୍ଗପୁର: କାଦୋପଡା ଗ୍ରାମ ରେ ଦୁଇ ଜଣଙ୍କର ଘର ଭାଙ୍ଗିଲା ବଣୁଆ ହାତୀ
Rajagangapur, Sundargarh | Aug 27, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ବ୍ଳକର କାଦୋପଡା ଗ୍ରାମ ରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀ ପଲ ପଶି ଗ୍ରାମର ଦେବକୀ ନାଏକ ଓ ତପସ୍ଵିନୀ ଜେନା ଙ୍କର ଘର ବଣୁଆ ହାତୀ ପଲ ଭାଙ୍ଗି ଅଛନ୍ତି। ପ୍ରକାଶ ଯୋଗ୍ୟ ଯେ ବଡ଼ଗାଁ ବ୍ଳକର ସୀମାନ୍ତ ରେ ରହିଥିବା ମହାବୀର ପାହାଡ଼ ତଳ ଜଙ୍ଗଲରେ ଗତ କିଛିଦିନ ହେଲା ୨୩ ଟିକିଆ ବଣୁଆ ହାତୀ ପଲ ରହିଥିବା ସୂଚନା ମିଳିଛି। ଏହି ହାତୀ ପଲ ସଂଧ୍ୟା ନଇଁଲେ ଗାଁ ମୁହାଁ ହେଉଛନ୍ତି।ଯାହା ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି।