Download Now Banner

This browser does not support the video element.

ବିଞ୍ଝାରପୁର: ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Binjharpur, Jajpur | Sep 8, 2025
ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଇଯାଇଛି l ଆଜି ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲା ବିଭିନ୍ନ ବ୍ଲକ ଓ ପଂଚାୟତ ବାସୀ ଉପସ୍ଥିତ ରହି ନିଜ ନିଜର ସମୂହ ଓ ବ୍ୟକ୍ତିଗତ ଅଭିଯୋଗ ଜିଲ୍ଲାପାଳଙ୍କୁ ଜଣାଇଥିଲେ l ଏହି ଅଭିଯୋଗ ଶୁଣାଣିରେ 88ଟି କେଶ ପଞ୍ଜିକୃତ ହେଇଥିବା ବେଳେ ଜିଲ୍ଲାପାଳ ତତ୍କାଳ 72 ଟି ଅଭିଯୋଗ ସମାଧାନ କରିଥିଲେ l
Read More News
T & CPrivacy PolicyContact Us