Install App
nuapdanewz
This browser does not support the video element.
ନୂଆପଡା: ଖଡ଼ିଆଳ ପୋଲିସ ଦ୍ୱାରା ୨.୭ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ
Nuapada, Nuapada | Sep 7, 2025
ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା ଅପରେସନପ୍ରହାରରେ ଖଡ଼ିଆଳ ପୋଲିସ ଦ୍ୱାରା ୨.୭ କିଲୋ ଗଞ୍ଜେଇ ଜବତ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଖଡ଼ିଆଳ ପୋଲିସ ଗିରଫ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!