Download Now Banner

This browser does not support the video element.

ପାଟଣାଗଡ: ବାଞୀଝାଲ ନିକଟସ୍ଥ କପା କିଆରୀ ର ଏକ ଗଛରୁ ନିଖୋଜ ଯୁବକ ର ଝୁଲନ୍ତା ମୃତ ଦେହ ଉଦ୍ଧାର

Patnagarh, Balangir | Sep 8, 2025
ବେଲପଡା ଥାନା ଅନ୍ତର୍ଗତ ବାହାବଲ ଗ୍ରାମର ଚମ୍ପେଶ୍ବର ମିଦ୍ଧା ନାମକ ଜନୈକ ଯୁବକ ନିଖୋଜ ଥିବାର ସ୍ଥାନୀୟ ଥାନାରେ ଅଭିଯୋଗ ହୋଇ ଥିଲା ।ସୋମବାର ସକାଳୁ ପାଟଣାଗଡ଼ ଥାନା ଅନ୍ତର୍ଗତ ବାଞୀଝାଲ ଗ୍ରାମ ନିକଟସ୍ଥ ଏକ କପା କୀଆରୀ ରେ ଥିବା ଗଛରେ ଚମ୍ପେଶ୍ବର ର ମୃତ ଦେହ ଝୁଲନ୍ତା ଅବସ୍ଥା ରେ ଲୋକ ଦେଖି ଥିଲେ ।ଘଟଣାର ଖବର ପାଇଁ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଅପରାହ୍ନ ରେ ଶବବ୍ୟାବଛେଦ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Read More News
T & CPrivacy PolicyContact Us