Download Now Banner

This browser does not support the video element.

ପରଜଙ୍ଗ: କାମାକ୍ଷାନଗରରେ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ

Parajang, Dhenkanal | Sep 5, 2025
କାମାକ୍ଷାନଗରରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁର ସ୍ଥିତ ସୁନ୍ନି ମସଜିଦ ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନନ୍ତପୁର ସ୍ଥିତ ସୁନ୍ନି ମସଜିଦି ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାରି ହାତରେ ପତାକାଧରି ମହମ୍ମଦଙ୍କ ଜୟ ଜୟ କାର ନାରା ଦେଇ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରଦାନ କରି ବଜାର ପରିକ୍ରମା କରିଥଲେ। ପରେ ପୂର୍ବ ପୁରୁଷ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥଲେ। ମସଜିଦର ସଭାପତି ଓ ସମ୍ପାଦକ ମୁସଲମାନ ଭାଇ ମାନେ ଏହି
Read More News
T & CPrivacy PolicyContact Us