Install App
newsjajpur9124
This browser does not support the video element.
ବଡଚଣା: ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହରେ ଶକ୍ତି ସଂରକ୍ଷଣ ଏଵଂ ଧାରଣୀୟ ଭଵନ ସଂହିତା ତାଲିମ ଶିବିର ଅନୁଷ୍ଠିତ
Badachana, Jajpur | Sep 11, 2025
ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହରେ ଶକ୍ତି ସଂରକ୍ଷଣ ଏଵଂ ଧାରଣୀୟ ଭଵନ ସଂହିତା ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି l ଆଜି ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଖୁଣ୍ଟିଆ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇ ଏହି ତାଲିମ ଶିବିରକୁ ଉଦଘାଟନ କରିଥିଲେ l ଉପସ୍ଥିତ ଅତିଥି ମାନେ ମୁଖ୍ୟତଃ ଏହି ଯୋଜନା ସଫଳ ରୂପାୟନ ହେବ ଆଲୋଚନା କରିଥିଲେ l ଏହି ତାଲିମ ଶିବିରରେ ବିଭାଗ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!