Install App
pradeepparija92
This browser does not support the video element.
କଟକ ସଦର: କନ୍ଦରପୁର ଠାରେ ବିଜେପି ର କାର୍ଯ୍ୟକର୍ତା ସମ୍ମିଳନୀ ଯୋଗ ଦେଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଲେ କଟକ ବିଜେପି ସାଂସଦ ପ୍ରାର୍ଥି
Cuttack Sadar, Cuttack | Apr 22, 2024
Iiକଟକସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫ ନମ୍ବର ଯୋନ କନ୍ଦରପୁର ଠାରେ ବିଜେପି ର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ରବିବାର ସାନ୍ଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କୃଷକ ମୋର୍ଚାର ଉପସଭାପତି ହୃଷିକେଶ ଜେନାଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କର୍ଯ୍ୟକ୍ରମରେ ବିଜେପି ର କଟକ ସାଂସଦ ପାର୍ଥି ଭର୍ତ୍ତିହରି ମହତାବ୍ ଯୋଗ ଦେଇ ବିଜୁ ଜନତା ଦଳ ଓଡିଶା ବାସୀଙ୍କୁ ଧୋକା ଦେଉଥିବା ପ୍ରକାଶ କରି ଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!