Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜନ୍ମଦିନ ପାଇଁ ୟୁଥ୍ ହଷ୍ଟେଲ ଠାରେ ପୁରୀ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l
Puri M, Puri | Sep 6, 2025
ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜନ୍ମଦିନ ଅବସରରେ ସେବା ପକ୍ଷ ଉପଲକ୍ଷେ ଆଜି ୟୁଥ୍ ହଷ୍ଟେଲ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ବିଜେପି ଜିଲ୍ଲା ସଭାପତି ଦିନ 2 ସମୟରେ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!