Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ସାହାଡ଼ା ଠାରେ ଗଣେଶ ଙ୍କ ବିସର୍ଜନ ଉତ୍ସବ ରେ ଯୋଗଦେଲେ ସଦର ବିଧାୟକ

Bhadrak Rural, Bhadrak | Aug 31, 2025
ନବଜୀବନ କିନ୍ନର ସଂଘର ସଭାପତି,ଅନେକ ସାମାଜିକ ସଂଗଠନ ସହ ଜଡିତ Srabani Kinner Malick ଙ୍କ ସାହାଡ଼ା ପଞ୍ଚାୟତ ସ୍ଥିତ ବାସଭବନରେ ପ୍ରଭୁ ବିଘ୍ନହର୍ତ୍ତା ଗଣେଶଙ୍କ ବିସର୍ଜନ ମହୋତ୍ସବରେ ଉପସ୍ଥିତ ହୋଇ ପ୍ରଭୁ କୃପା ଲାଭ କରିଛନ୍ତି ବିଧାୟକ।ସମସ୍ତ ବାଧା ବିଘ୍ନର ନାଶକ,ମଙ୍ଗଳମୟତାର ପ୍ରତୀକ ପ୍ରଭୁ ଗଜାନନଙ୍କ ପାଦପଦ୍ମରେ ଶିରୋନତ ହୋଇ ଅସୀମ କୃପା,ଆଶୀର୍ବାଦ ଲାଭ କରିବା ସହ ପ୍ରସାଦ ସେବନର ପୂଣ୍ୟ ସୌଭାଗ୍ୟ ଅର୍ଜନ କରିଥିବା କହିଛନ୍ତି ବିଧାୟକ।
Read More News
T & CPrivacy PolicyContact Us