Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଗଣେଶ ପୂଜା।

Paralakhemundi, Gajapati | Aug 27, 2025
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଗଣେଶ ପୂଜା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଜି ଗଣେଶ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଆଜି ଅଗ୍ର ପୂଜ୍ୟ ଗଜାନନ ଙ୍କ ପୁଜା ବହୁ ଆଡ଼ମ୍ବର ସହକାରେ କରାଯାଇଥିବା ବେଳେ ଯଜମାନ ଭାବେ ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା ଉପସ୍ଥିତ ରହି ପୂଜାର୍ଚ୍ଚନା ସହ ହୋମ କାର୍ଯ୍ୟ କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ଗଜନାନଙ୍କ ସମସ୍ତ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରି ଥିଲେ। ଯାହାକି ଆଜି ପ୍ରାୟ ଏଗାରଟା ବେଳେ ଏହି ପୂଜା କାର୍ଯ୍ୟ ଆରମ୍ଭ ହୋଇଥ
Read More News
T & CPrivacy PolicyContact Us