Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଅବୈଧ ସମ୍ପର୍କରୁ ଜନ୍ମିତ ସନ୍ତାନକୁ ବାପର ପରିଚୟ ଦେବାପାଇଁ ଭଦ୍ରକ ଏସ୍ପିଙ୍କ ନିକଟରେ ଦ୍ୱାରସ୍ଥ ହେଲେ ପୁରସ୍ତମପୁର ଅଞ୍ଚଳର ଯୁବତୀ

Bhadrak Rural, Bhadrak | Sep 7, 2025
ଅବୈଧ ସମ୍ପର୍କରୁ ଜନ୍ମିତ ସନ୍ତାନକୁ ବାପର ପରିଚୟ ଦେବାପାଇଁ ଭଦ୍ରକ ଏସ୍ପିଙ୍କ ନିକଟରେ ଦ୍ୱାରସ୍ଥ ହେଲେ ପୁରସ୍ତମପୁର ଅଞ୍ଚଳର ଯୁବତୀ। ତେବେ ଜୈନକ ଯୁବକ ପ୍ରେମ କରି ବାହାହେବାକୁ ପ୍ରତିଶ୍ରୁତି ଦେଇ ଧକ୍କା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ। ଆଜି ପରିବାର କୁ ଧରି ଏସପି ଙ୍କ ଦ୍ବାରସ୍ଥ ହୋଇଛନ୍ତି ଯୁବତୀ।
Read More News
T & CPrivacy PolicyContact Us