This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ପ୍ରଜାପିତା ବ୍ରମ୍ହା କୁମାରୀ ଅନୁସ୍ଠାନ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ
Baudh Sadar, Boudh (Bauda) | Jun 5, 2025
ଗୁରୁବାର ବୌଦ୍ଧ ପ୍ରଜାପିତା ବ୍ରମ୍ହା କୁମାରୀ ଅନୁସ୍ଠାନ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଛି | ଉକ୍ତ ଅବସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶିବ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ନେହଲତା ପୁରୋହିତ ଯୋଗ ଦେଇଥିଲେ | ସେହିପରି ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଡ.ପ୍ରବୀର କୁମାର ଦାସ, ସମ୍ମାନୀତ ବକ୍ତା ଭାବରେ ବନପାଳ ବିଜୟାନନ୍ଦ ସାହୁ ଯୋଗ ଦେଇ ମା ପାଇଁ ଗଛଟିଏ ଉପରେ ଆଲୋକପାତ କରିଥିଲେ |