This browser does not support the video element.
ଖରିଆର: ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଲାଲସହେବପଡ଼ା ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ନେଇ ଭୂମି ପୂଜନ
Khariar, Nuapada | Sep 11, 2025
ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଲାଲସହେବପଡ଼ା ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ନେଇ ଭୂମି ପୂଜନ ଉତ୍ସବ ଆଜି ୧ ଟାରେ ଅନୁଷ୍ଠତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୨ ଲକ୍ଷ ଟଙ୍କା ଆର୍ଥିକ ସହଯୋଗରେ ଏହି ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେବ। ହଲ, ରୋଷେଇ ଗୃହ, ମିଶନ ଶକ୍ତି ଗୃହ ଏବଂ ବାରଣ୍ଡା ନିର୍ମାଣ ହେବା ନେଇ ପ୍ଲାନ୍ ରହିଛି। ଏହି ଭୂମିପୂଜନ ଉତ୍ସବରେ ଏନଏସି ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ସହକାରୀ ଅରୁଣ ପାତ୍ର, ସୁନିଲ ସାହୁ, ତପନ ଦାଶ, ସମଲେଶ୍ବରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ।