Download Now Banner

This browser does not support the video element.

ପୋଲସରା: ବ୍ଲକ କାର୍ଯ୍ୟାଳୟ ପରିସରରେ ଭିନ୍ନ କ୍ଷମ ଙ୍କ ଅଭିଯୋଗ ଶୁଣିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

Polasara, Ganjam | Sep 9, 2025
ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର l ଆଜି ଜଣେ ଭିନ୍ନ କ୍ଷମ ମହିଳା ନିଜ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ କୁ ଆସିଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ଉଚ୍ଚା ସ୍ଥାନରେ ରହିଥିବା ଯୋଗୁଁ ମହିଳା ସିଡ଼ି ଚଢି କାର୍ଯ୍ୟାଳୟ କୁ ଯିବାରେ ଅସମର୍ଥ ହେବା ସହ ବାହାରେ ଘଣ୍ଟା ଘଣ୍ଟା ସମୟ ଧରି ଅପେକ୍ଷା କରିଥିଲେ l ଭିନ୍ନ କ୍ଷମ ମହିଳା ଅଭିଯୋଗ ନେଇ ଅପେକ୍ଷା କରିଥିବା ଦେଖି ବିଡିଓ ତାଙ୍କ ନିକଟକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ମହିଳା ଙ୍କ ସମସ୍ୟା ସମାଧାନ ନେଇ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l
Read More News
T & CPrivacy PolicyContact Us