This browser does not support the video element.
ଟିଟିଲାଗଡ: ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ ମୁସଲିମ ଜମ୍ମାତ ପକ୍ଷରୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା
Titlagarh, Balangir | Sep 5, 2025
ଆଜି ହେଉଛି ମୁସଲିମ ସମ୍ପ୍ରଦାୟର ଧର୍ମ ଗୁରୁ ପ୍ରଫେଟ ମହମ୍ମଦଙ୍କ ୧୫ ଶ ତମ ଜନ୍ମ ଜୟନ୍ତୀ। ଏହି ଜୟନ୍ତୀଙ୍କୁ ପାଳନ କରିବା ପାଇଁ ସକାଳୁ ସମସ୍ତ ମୁସଲିମ ସମ୍ପ୍ରଦାୟର ଭାଇମାନେ ପ୍ରଥମେ ମସଜିଦକୁ ଆସି ନମାଜ ପାଠ କରିଥିଲେ। ତାପରେ ସେଠାରୁ ଏକ ବିରାଟ ଶାନ୍ତି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ଛୋଟ ଠାରୁ ବଡ ସଭିଏ ବର୍ଗର ମୁସଲିମ ଭାଇ ମାନଙ୍କ ସହ ଛୋଟ ଛୋଟ ପୁଅ ଝିଅ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଶୋଭାଯାତ୍ରାକୁ ଯାଇ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ମଧ୍ଯ ମୁସଲିମ ଭାଇଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ବର