This browser does not support the video element.
ଝାରସୁଗୁଡା: କୁରେମାଲ ଆଇବିରେ କଂଗ୍ରେସ ପକ୍ଷରୁ ସଂଗଠନ ଶୃଜନ ଅଭିଯାନ ଅନୁଷ୍ଠିତ
Jharsuguda, Jharsuguda | Sep 7, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁରମାଲ ଆଇବି ଠାରେ କଂଗ୍ରେସ ପକ୍ଷରୁ ସଂଗଠନ ଶୃଜନ ଅଭିଯାନ ଅନୁଷ୍ଠିତ ହୋଇଛି l ରବିବାର ପୂର୍ବାହ୍ନ ୧୧ ଟା ୩୦ ରୁ ଅପରାହ୍ନ ୨ ଟା ୩୦ ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କଂଗ୍ରେସ ର ପୂର୍ବତନ ମହିଳା ସଭାପତି ଶୋଭା ଓଝା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା ଙ୍କ ସହ ଭାସ୍କର ପ୍ରଧାନ, ଗୁଡ୍ଡୁ ଦାସ, ଅଜୁ ବାରିକ, ମହେନ୍ଦ୍ର ସାଏ ପ୍ରମୁଖ ଙ୍କ ବରିଷ୍ଠ, ଯୁବ, ମହିଳା କଂଗ୍ରେସ ନେତୃବୃନ୍ଦ ତଥା କର୍ମି ମାନେ ଉପସ୍ଥିତ ଥିଲେ l