Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ବେଢ଼ା ପଞ୍ଚାୟତ କରଡାବଣି ମହିମା ପୀଠରେ ନବାନ୍ନ ଉତ୍ସବ ପାଳିତ

Dhenkanal Sadar, Dhenkanal | Sep 5, 2025
ଢେଙ୍କାନାଳ ଜିଲ୍ଲା ବେଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରଡ଼ାବଣୀ ଗାଁ ମହିମା ପୀଠରେ ଆଜି ତା ୫।୯ ରିଖ ପୂର୍ବାହ୍ନ ୯ ଘଣ୍ଟା ସମୟରେ ନୂଆଖାଇ ପର୍ବ ଧୁମ୍ ଧାମରେ ପାଳିତ ହୋଇଛି। ନୂତନ ଭାବେ ଗଢ଼ିଉଠିଥିବା ମହିମା ପିଠ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଭରପୁର ସହଭାଗୀତା ଦେଖାଯାଇଥିଲା।ଉଦ୍ୟୋଗୀ ବାବା ନଟବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭକ୍ତ ଗୋଲଖ ବିହାରୀ ରାଉତ ସହଯୋଗ କରିଥିଲେ । ଏହି ଆୟୋଜନରେ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଯୋଗଦେଇ ମହିମା ପୀଠର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଶୀଘ୍ର ହେବ ବୋଲି କହିଥିଲେ।
Read More News
T & CPrivacy PolicyContact Us