Download Now Banner

This browser does not support the video element.

ବରୀ ରାମଚନ୍ଦ୍ରପୁର: ବଛୋଳ ଗାଁରେ ବାପାଙ୍କୁ ପୁଅ ହତ୍ୟା କରିବା ଘଟଣା,ଯାଜପୁର ଟାଉନ କୋର୍ଟରେ ଆଜୀବନ କାରାଦଣ୍ଡଦେଶ ଶୁଣାଇଲେ ଜିଲ୍ଲା ଦୌରା ଜର୍ଜ

Bari Ramachandrapur, Jajpur | Sep 8, 2025
ବଛୋଳ ଗାଁରେ ବାପାଙ୍କୁ ପୁଅ ହତ୍ୟା କରିବା ଘଟଣା,ଯାଜପୁର ଟାଉନ କୋର୍ଟରେ ଆଜୀବନ କାରାଦଣ୍ଡଦେଶ ଶୁଣାଇଲେ ଜିଲ୍ଲା ଦୌରା ଜର୍ଜ l 18ପୃଷ୍ଠାର ଦସ୍ତବିଜ୍ ଅନୁଶୀଳନ କରିବା ସହ 17ଜଣଙ୍କୁ ଠାରୁ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତ ଗୁରୁଚରଣ ବେହେରାଙ୍କୁ କାରା ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ ଅମୃତ ରଞ୍ଜନ ନନ୍ଦ। ଏହି ମାମଲାରେ ଅଭିଯୁକ୍ତଙ୍କ ଠାରୁ 20ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅନାଦେୟରେ ଅତିରିକ୍ତ 6ମାସ କାରାଦଣ୍ଡ ଆଦେଶ ହେଇଛନ୍ତି ମାନ୍ୟବର ଅଦାଲତ।
Read More News
T & CPrivacy PolicyContact Us