This browser does not support the video element.
ଟିଟିଲାଗଡ: ଶୁଭ ମଙ୍ଗଲମ୍ ପେଲେସରେ ତେରାପନ୍ଥ ସଭା ତରଫରୁ ବବି ଜୈନଙ୍କୁ କରାଗଲା ସମ୍ବର୍ଦ୍ଧିତ
Titlagarh, Balangir | Oct 6, 2025
ରାଜ୍ୟ ସ୍ତରୀୟ ପୁରସ୍କାର ପାଇଲେ ଟିଟିଲାଗଡ଼ର ବବି ଜୈନ । ଓଡିଶା ପ୍ରାନ୍ତୀୟ ଜୈନ ସ୍ୱେତାମ୍ବର୍ ତେରାପନ୍ଥି ସଭା ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଟିଟିଲାଗଡ଼ ତେରାପନ୍ଥ ମହିଳା ମଣ୍ଡଳର ସଦସ୍ୟ ବବି ଜୈନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଡିଶା ପ୍ରାନ୍ତୀୟ ଜୈନ ତେରାପନ୍ଥୀ ସଭାର ରାଜ୍ୟ ଅଧ୍ୟକ୍ଷ ମନୋଜ ଜୈନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।