Download Now Banner

This browser does not support the video element.

ଲାଞ୍ଜିଗଡ: ବିଲାଟି ପଦର ଛକରେ ହାଇଓ୍ବା ଚାପାରେ ନା ବାଳକ ମୃତ୍ୟୁ,କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ

Lanjigarh, Kalahandi | Sep 9, 2025
ବିଲାଟି ପଦର ଛକରେ ହାଇଓ୍ବା ଚାପାରେ ନା ବାଳକ ମୃତ୍ୟୁ,କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ ବିଲାଟି ପଦର ଗାଁ ଠାରୁ କିଛି ଯୋଗୁଁ ଛକ କୁ ଆସିଥିଲେ ନାବାଳକ। ଠିକ ସମୟରେ ହଠାତ ବିଶ୍ଵନାଥ ପୁର ପଟୁ ଲାଞ୍ଜିଗଡ ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇଓ୍ବା ଦ୍ରୁତ ଗତିରେ ଆସି ବାଳକ ଉପରେ ମାଡି ଯାଇଥିବା ସୁଚନା।ସୁଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ଡିମ୍ବିରି ଗୁଡା ପଞ୍ଚାୟତ ଅନ୍ତର୍ଗତ ନାଣି ଫୁଟି ଗ୍ରାମ ୧୨ ବର୍ଷିୟ ବୁଟି ମାଝୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପନ୍ଚାୟତ ଅନ୍ତର୍ଗତ ବିଲାଟି ପଦର ଗ୍ରାମରେ ମାସେ ହେବ ରହି ଆସୁଥିଲେ ବୋଲି ସୁଚନା ମିଳିଛି।
Read More News
T & CPrivacy PolicyContact Us