This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାମନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିକାଶ କମିଟି ବୈଠକ ଅନୁଷ୍ଠିତ
Bhadrak Rural, Bhadrak | Sep 12, 2025
ବିକାଶ କମିଟି ବୈଠକ ଅନୁଷ୍ଠିତ।ଆଜି ମାନ୍ୟବର ମନ୍ତ୍ରୀ ତଥା ଧାମନଗର ବିଧାୟକ ଶ୍ରୀ ସୂରଜ୍ ସୂର୍ଯ୍ୟବଂଶୀ ଙ୍କ ଅଧ୍ୟକ୍ଷତାରେ ଧାମନଗର ନିର୍ବାଚନମଣ୍ଡଳୀ ସ୍ତରୀୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲାପାଳ,ଭଦ୍ରକ,ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ଲୋକ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଓ ଏହାର ବିକାଶ ବିଷୟରେ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଛି।