Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଅଟକବେଡା ରେ ନିଆଁ ଲାଗି ସର୍ବହରା ହେଇଯାଇଥିବା ପରିବାର କୁ ଭେଟିଲେ କଂଗ୍ରେସ ନେତା

Nabarangapur PS, Nabarangpur | Sep 30, 2025
ଅଟକବେଡା ରେ ନିଆଁ ଲାଗି ସର୍ବହରା ହେଇଯାଇଥିବା ପରିବାର କୁ ଭେଟିଲେ କଂଗ୍ରେସ ନେତା ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଲକ୍ ବଡ଼କୁମୁଲି ପଞ୍ଚାୟତ ଅନ୍ତର୍ଗତ ଅଟକବେଡା ଗାଁରେ ଗ୍ୟାସହାଣ୍ଡି ଫାଟି ନରହରି ଙ୍କ ଘର ସଂପୂର୍ଣ୍ଣ ନିଆଁଲାଗି ଜଳିଯାଇଛି ଗତକାଲି 29/9/2025 ତାରିଖ ଦିନ ଏକଘଣ୍ଟା ତିରିଶିମିନିଟ ସମୟରେ ଘରେ ନିଆଁ ଲାଗିଥିଲା ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଘର ର ସମ୍ପୂର୍ଣ ଘର ଜିନିଷ ପୋଡି ପାଉଁଶ ହୋଇ ଯାଇଥିଲା 30/9/2025 2.pm ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିଲେ ଏଇ ଖବର ପାଇଁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ର ଏକ ଟିମ ପହଂଚିଥିଲେ
Read More News
T & CPrivacy PolicyContact Us