Download Now Banner

This browser does not support the video element.

ସୁନ୍ଦରଗଡ ସହର: କରମଡିହି ଲ୍ୟାମ୍ପସରେ ସାର ମାଗିଲେ ଚାଷୀଙ୍କୁ ମିଳୁଛି ମାଡ, ସଦର ଥାନାରେ ମାମଲା

Sundargarh Town, Sundargarh | Sep 8, 2025
ଆଜି ସେପ୍ଟେମ୍ୱର 8 ତାରିଖ ସୋମବାର ଅପରାହ୍ନ 4 ଟା ପାଖାପାଖି ସମୟରେ କରମ ଡିହି ଲ୍ୟାମ୍ପସ ପରିସରରେ ଘଟିଛି ଏହି ଘଟଣା। ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀ ସାର ନେବାକୁ ଆସି ବହୁ ସମୟ ଧରି ଅପେକ୍ଷା କରିବା ପରେ ସାର ମାଗିଥିଲେ। ତେବେ ତାଙ୍କୁ ସାର ବଦଳରେ ଲ୍ୟାମ୍ପସ ଏମ୍ ଡି ତାଙ୍କ ଭଡ଼ାଟିଆ ଗୁଣ୍ଡାଙ୍କ ଦ୍ବାରା ମାଡ଼ ମାରିଥିଲେ ବୋଲି ସଂପୃକ୍ତ ଚାଷୀ ଗଣ ମାଧ୍ୟମକୁ କହିଛନ୍ତି। ତେବେ ଏ ନେଇ ସେ ମାମଲା ରୁଜ୍ଜୁ କରିବା ନେଇ ସଦର ଥାନାରେ ପହଞ୍ଚିଛନ୍ତି। ଅପର ପକ୍ଷେ ସାର କମ ଆସୁଥିବାରୁ ଯେଉଁ ମାନେ ରୁଣି ସେହି ମାନଙ୍କୁ ଦେବା ନେଇ ପ୍ରବଧାନ ଅଛି , ସେହି କ୍ରମରେ ସାର ଦିଆଯାଉଛି, ତେବେ ସାର
Read More News
T & CPrivacy PolicyContact Us