Install App
nuapdanewz
This browser does not support the video element.
ନୂଆପଡା: ଜିଲ୍ଲାର ସାର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଜଣାଇଲା ପରେ ନୂଆପଡ଼ାରେ ଭରତ ରାଉତଙ୍କ ପ୍ରତିକ୍ରିୟା
Nuapada, Nuapada | Sep 1, 2025
ନୂଆପଡ଼ା ଜିଲ୍ଲାରେ ଚଳିତ ଖରିପ ଋତୁ ଚାଷ ପାଇଁ ଆବଶ୍ୟକୀୟ ସାର ମିଳୁନଥିବା ନେଇ ଚାଷୀ ମାନଙ୍କ ହେଉଥିବା ସମସ୍ୟା ବିଷୟରେ ଆଜି ଦିନ ଏଗାରଟା ସମୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜଣାଇବା ପରେ ଜିଲ୍ଲା ପରିଷଦ ସଦସ୍ୟ ଭରତ ରାଉତ ନିଜର ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!