This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୀମଟାଙ୍ଗୀ ଭୀମକୁଣ୍ଡ ପୁଷ୍କରିଣୀ ରୁ ଜଣେ ଛାତ୍ର ର ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ
Bhubaneswar M Corp, Khordha | Sep 7, 2025
ଭୀମଟାଙ୍ଗୀ ଭୀମକୁଣ୍ଡ ପୁଷ୍କରିଣୀ ରୁ ଜଣେ ଛାତ୍ର ର ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ | ଆଜି 4.32ରେ ଭୀମଟାଙ୍ଗୀ ଭୀମକୁଣ୍ଡ ପୁଷ୍କରିଣୀ ରୁ ଜଣେ ଛାତ୍ର ର ମୃତଦେହ ଉଦ୍ଧାର | ମୃତ ଛାତ୍ର ଜଣଙ୍କ ହେଉଛନ୍ତି କାର୍ଗିଲ ବସ୍ତି ର ଲୋକନାଥ ସେଠି | ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଂଚି ଖୋଳତାଡ କରୁଛି | ମୃତ ଛାତ୍ର ଙ୍କ ପରିବାର ଲୋକଙ୍କୁ ଅବଗତ କରାଇଛି ପୋଲିସ | ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ଦେହ କୁ ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ |