Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଜ୍ୟ ସ୍ତରୀୟ ହରିତ ଜୀବନ ପଦ୍ଧତି ଉପରେ ଆଲୋଚନା ଚକ୍ର ଓ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ

Titlagarh, Balangir | Aug 24, 2025
ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ହରିତ୍ ଜୀବନ ପଦ୍ଧତି ଉପରେ ଆଲୋଚନା ଚକ୍ର ସହ ପ୍ରକୃତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଟିଟିଲାଗଡ଼ - ରବିବାର ସକାଳ ୧୦ ଟା ସମୟରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧି ଆନୁକୁଲ୍ୟରେ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ହରିତ ଜୀବନ ପଦ୍ଧତି ବିଷୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ରୀୟ ପର୍ଯ୍ୟାବରଣ ଗତିବିଧି ସଂଯୋଜକ ଡ ଅନିଲ କୁମାର, ମୁଖ୍ୟ ବକ୍ତା ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଜ୍ଞାନିକ ଶ୍ରୀମତି ଅନ୍ୱେଷା ପଣ୍ଡା, ସମ୍ମାନିତ ଅତିଥି ଭାବେ ଇଞ୍ଜିନି
Read More News
T & CPrivacy PolicyContact Us